ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥରେ ଚୋରି ଅଭିଯୋଗରେ ଧରା ପଡ଼ିଥିବା ଜଣେ ଯୁବକଙ୍କର କୋର୍ଟରେ ଶୁଣାଣି ହେଉଥିଲା। ଏହି ଯୁବକ ପୁଲିସ୍କୁ ନାକେଦମ୍ କରି ସାରିଥିଲାଣି।
ଜଜ୍: ତୁମେ ଚୋରି କେସ୍ରେ ଧରା ପଡ଼ିଛ। ହେଲେ ଜେଲ୍ରେ ବହୁତ ଉତ୍ପାତ କରୁଛ। ପୁଲିସ୍ ଦେହରେ ବି ହାତ ମାରିବାକୁ ପଛାଉନ। ତମକୁ ଡର ଲାଗୁନି।
ଚୋର: ଆଜ୍ଞା, ମୁଁ କ’ଣ କଲି?
ଜଜ୍: କ’ଣ ପାଇଁ ଦିଆସିଲି ଲଗାଇ ପୁଲିସ୍ କର୍ମଚାରୀଙ୍କ ପକେଟ୍ରେ ରଖିଦେଲ।
ଚୋର: ଆଜ୍ଞା ମୁଁ ତ ରଖିବାକୁ ଚାହୁଁ ନ ଥିଲି। ହେଲେ ପୁଲିସ୍ ସାର୍ ମୋତେ ପ୍ରଥମେ ତାଙ୍କ ପକେଟ୍ ଗରମ କରିବାକୁ କହିଲେ। ତା’ ପରେ ମୋ ଜାମିନ୍ କଥା ବୁଝିବେ ବୋଲି କହିଲେ। ସେ ଯାହା କହିଲେ, ମୁଁ ତାହା ହିଁ କଲି। ଏଥିରେ ମୋ ଦୋଷ କେଉଁଠି ରହିଲା।
from Odisha Reporter https://ift.tt/2T1Xlae
No comments:
Post a Comment