ପପୁର ‘ଶକ୍ତି’ ପ୍ରୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

ପପୁର ‘ଶକ୍ତି’ ପ୍ରୀତି

ପପୁ ପ୍ରୀତିକୁ ଫିଲ୍ମ ଦେଖାଇ ନେବ ବୋଲି କହିଥିଲା। ହେଲେ ଅଫିସରେ କାମ ଥିବା ଯୋଗୁ ପପୁର ଫେରିବାରେ ଲେଟ୍‌ ହୋଇଗଲା। ଘରେ ଆସି ପହଞ୍ଚି ଦେଖେ ତ ପ୍ରୀତି ରାଗରେ ଫଁ ଫଁ ହଉଛି। ପ୍ରୀତିକୁ ମନାଇବା ପାଇଁ ପପୁ କ’ଣ କଲା ପଢ଼ନ୍ତୁ…

ପପୁ : ପ୍ରୀତି ଜାଣିଛ, ତୁମେ ମୋ ଶକ୍ତି। ତୁମ ମୁହଁକୁ ଦେଖି ଦେଲେ ମୋର ସବୁ କାମ ହୋଇଯାଏ।

ପ୍ରୀତି : ଏ କଥା ଶୁଣି ଆହୁରି ରାଗିଗଲା।

ପପୁ : କ’ଣ ହେଲା, ମୁଁ କିଛି ଭୁଲ୍‌ କହିଦେଲି କି ?

ପ୍ରୀତି : ଆଚ୍ଛା, ତା’ ହେଲେ ମୁଁ ଯଦି ତୁମ ଶକ୍ତି, ଅନ୍ୟ ସ୍ତ୍ରୀଲୋକ ତମର ଦୁର୍ବଳତା, ନୁହେଁ ?

ପପୁ  ବିଚରା ପ୍ରୀତିର ଏମିତି କଥା ଶୁଣି କ’ଣ ଉତ୍ତର ଦେବ ଜାଣିପାରିଲାନି।



from Odisha Reporter https://ift.tt/2LJ3i9T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages