ସେକ୍ସ ରାକେଟ୍‌ ଠାବ; ରାଣୀ ମହୁମାଛି ସହ ୩ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 1, 2019

ସେକ୍ସ ରାକେଟ୍‌ ଠାବ; ରାଣୀ ମହୁମାଛି ସହ ୩ ଗିରଫ

ରାଉରକେଲା ( ଓଡ଼ିଶା ରିପୋର୍ଟର ) : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୧୭ ନମ୍ବର ସେକ୍ଟରର ଏକ କ୍ୱାର୍ଟର୍ସରୁ ସେକ୍ସ ରାକେଟ୍‌ ଠାବ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସେକ୍ଟର ୧୫ ଥାନା ପୁଲିସ୍‌ କ୍ୱାର୍ଟର୍ସରେ ଚଢ଼ାଉ କରି ଏହି ସେକ୍ସ ରାକେଟ୍‌କୁ ଠାବ କରିଥିଲା।

ଚଢ଼ଉ ସମୟରେ ପୁଲିସ୍‌ ୨ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ସେକ୍ସ ରାକେଟ୍‌ର ରାଣୀ ମହୁମାଛି ଓ ୨ ଗ୍ରାହକଙ୍କୁ  ଗିରଫ କରିଛି। ରାଉରକେଲା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଏହି ଚଢ଼ାଉ କରିଥିଲା। ଏଠାରେ ବହୁ ଦିନ ଧରି ସେକ୍ସ ରାକେଟ୍‌ ଚାଲିଥିଲା ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2lQEbrv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages