ନେ ଆଉ ଚୋଟେ ମାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 12, 2019

ନେ ଆଉ ଚୋଟେ ମାରେ

ରାମୁ ଜଙ୍ଗଲରେ ବୁଲୁଥିବା ସମୟରେ ଗୋଟେ ସାପ ତା ଗୋଡ଼କୁ ଚୋଟ ମାରିଲା, ରାମୁକୁ ରାଗ ଲାଗିଲା। ସେ ଆଉ ଏକ ଗୋଡ଼କୁ ସାପ ସାମ୍ନାରେ ରଖି କହିଲା ନେ ଆଉ ଚୋଟ ମାରେ। ସାପ ରାମୁର ସେହି ଗୋଡ଼କୁ ୨-୩ ଥର ଚୋଟ ମାରି ସାରିବା ପରେ କ୍ଲାନ୍ତ ହୋଇ କହିଲା, ତୁ ମଣିଷ ନା ଭୂତ?

ରାମୁ- ମୁଁ ମଣିଷ ଯେ ହେଲେ ମୋ ଗୋଡ଼ ନକଲି।



from Odisha Reporter https://ift.tt/31hw0Ec

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages