ଅବକାରୀ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 19, 2019

ଅବକାରୀ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ

ବଲାଙ୍ଗିର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ବଲାଙ୍ଗିର ଅବକାରୀ ବିଭାଗର ମୁଖ୍ୟ କିରାଣି ତ୍ରିନାଥ ସେଠଙ୍କ ଘରେ ଚଢ଼ଉ ହୋଇଛି। ତ୍ରିନାଥଙ୍କ  ବଲାଙ୍ଗିର ପ୍ୟାଲେସ୍‌ ଲାଇନ ପଡାସ୍ଥିତ ଘର, ନୂଆପଡାରେ ଥିବା ପୈତୃକ ଘର  ଓ   ଅବକାରୀ ଅଫିସରେ  ଚଢ଼ଉ ହୋଇଛି। ଭିଜିଲାନ୍ସର ୪ ଜଣିଆ ଟିମ୍‌ ଏହି ଚଢ଼ଉ କରିଛନ୍ତି।

ତ୍ରିନାଥଙ୍କ ସ୍ତ୍ରୀ ସୀତାରାଣୀ ସେଠ୍ ୱେସ୍କୋ ଜୁନିଅର ଆକାଉଣ୍ଟାଣ୍ଟ ଅଛନ୍ତି ।  ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି।

 



from Odisha Reporter https://ift.tt/2AtVLW6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages