ଗାଲୁଆ ପପୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 4, 2019

ଗାଲୁଆ ପପୁ

ପପୁକୁ ଡାଇବେଟିସ୍‌। ହେଲେ ଜିଲାପି ଖାଇବାକୁ ତା’ର ଭାରି ଇଚ୍ଛା ହେଉଛି। ପ୍ରୀତିକୁ କହିଲେ ସେ ମିଠା ଖାଇବାକୁ ମନା କରିବ। ତେଣୁ ପ୍ରୀତିକୁ ନ ଜଣାଇ ସେ ବଜାରକୁ ଚାଲିଗଲା। ଜିଲାପି ଦୋକାନ ପାଖରେ ଅଟକି ଗଲା। ତା’ ପରେ କଣ ହେଲା ପଢ଼ନ୍ତୁ-

ପପୁ : ଭାଇନା ଜିଲାପି ଦେବେ।

ଦୋକାନୀ : ହଁ ଦେଉଛି।

ପପୁ ଜିଲାପି ଖାଇ ସାରିବା ପରେ ଦୋକାନୀ ପଇସା ମାଗିଲେ।

ପଇସା ନ ଦେଇ ପପୁ କହିଲା-  ତୁମେ କେତେ ବର୍ଷ ଧରି ଜିଲାପି ତିଆରି କରୁଛ ?

ଦୋକାନୀ: ୩୦ ବର୍ଷ ହେଲାଣି

ପପୁ : ତୁମକୁ ଟିକେ ଲାଜ ଲାଗୁନି…

ଦୋକାନୀ: କାହିଁକି ?

ପପୁ: ଏତେ ବର୍ଷ ଧରି ଜିଲାପି ତିଆରି କରୁଛ, ହେଲେ ବଙ୍କା ତେଢ଼ା ଜିଲାପି ଦେଉଛ। ମୁଁ ପଇସା ଦେବିନି…



from Odisha Reporter https://ift.tt/32vLDrO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages