ଅଫିସ୍ ହେଉ ବା ମିଟିଂ, ସବୁଠି ପ୍ଲାଷ୍ଟିକକୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 24, 2019

ଅଫିସ୍ ହେଉ ବା ମିଟିଂ, ସବୁଠି ପ୍ଲାଷ୍ଟିକକୁ ନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଏଣିକି  ଅଫିସ୍ କିମ୍ବା ବିଭିନ୍ନ ମିଟିଂରେ ଆଉ ବ୍ୟବହାର ହେବନି ପ୍ଲାଷ୍ଟିକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

ସବୁ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଅଫିସ୍‌ରେ ଓ ବିଭିନ୍ନ ମିଟିଂରେ ପ୍ଲାଷ୍ଟିକ୍ ପାଣି ବୋତଲ, କପ୍, ପ୍ଲେଟ୍ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ରହିଛି। ଖାଲି ସେତିକି ନୁହେଁ, ଅଫିସ ଏବଂ ମିଟିଂରେ ପ୍ଲାଷ୍ଟିକ୍ ଫାଇଲ୍, ବ୍ୟାନର, ପୋଷ୍ଟର ମଧ୍ୟ ନ ଲଗାବାକୁ ମଧ୍ୟ ନିର୍ଦ୍ଦେଶ ରହିଥିବା ଜଣାଯାଇଛି।



from Odisha Reporter https://ift.tt/2n1BLGR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages