ପତ୍ନୀ : ଯାଅ, ଚା’ ଆଉ ଜଳଖିଆ ତିଆରି କରିକି ଆଣ।
ସ୍ୱାମୀ : ନା…ଆଉ ବରଦାସ୍ତ କରିହେବନି। ସିଧା ଯାଉଛି ଓକିଲ ପାଖକୁ। ଆଜି ଛାଡ଼ପତ୍ର ପାଇଁ କାଗଜପତ୍ର ପ୍ରସ୍ତୁତ କରିବି।
ପତ୍ନୀ : କିଓ! ଭାରି ଜୋର୍ରେ ଚାଲିଯାଇଥିଲ। ପୁଣି ମୁହଁ ଶୁଖେଇକି କାହିଁକି ଫେରିଲ?
ସ୍ୱାମୀ : ଓକିଲ ବି ସକାଳଟାରୁ ଘର ପୋଛା ମାରୁଛି। ଆଉ ତା’ ସ୍ତ୍ରୀ ବସି ଚା’ ପିଉଛି।
from Odisha Reporter https://ift.tt/2kmDDcm
No comments:
Post a Comment