ଗାଁ ପାଖ ନାଳରେ ବୁଲୁଛି କୁମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ଗାଁ ପାଖ ନାଳରେ ବୁଲୁଛି କୁମ୍ଭୀର

ବୌଦ୍ଧ(ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ସଦର ବ୍ଲକର ବହିରା ଗାଁରେ କୁମ୍ଭୀର ଆତଙ୍କ। ଦୀର୍ଘ ଆଠ ଦିନ ହେବ ଗାଁ ପାଖରେ ଥିବା ଏକ ନାଳରେ କମ୍ଭୀର ବୁଲୁଛି। ଏହି ନାଳଟି ପ୍ରାଥମିକ ସ୍କୁଲ ଲାଗି ଥିବାରୁ ଛାତ୍ରଛାତ୍ରୀ ଓ ଲୋକେମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ଅନ୍ୟପକ୍ଷରେ ଗ୍ରାମବାସୀମାନେ ଗାଧୁଆପାଧୁଆ ଓ ଶୌଚ ପାଇଁ ଏହି ନାଳ ଉପରେ ନିର୍ଭର କରିଥାନ୍ତି। ନାଳରେ କୁମ୍ଭୀର ଥିବାରୁ ଗ୍ରାମବାସୀ ଭୟରେ ସେଠାକୁ ଯାଉନାହାନ୍ତି।

ଗତ କିଛି ଦିନ ହେବ ବୌଦ୍ଧ ଜିଲ୍ଲାରେ ହୋଇଥିବା ବନ୍ୟାରେ କୁମ୍ଭୀରଟି ମହାନଦୀରୁ ନାଳକୁ ପଶି ଆସିଥିବା ଅନୁମାନ କରାଯାଉଛି। ଖବର ପାଇ ବୌଦ୍ଧ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରର ଗତିବିଧି ଉପରେ ନଜର ରଖିଛନ୍ତି। କୁମ୍ଭୀରର ଲମ୍ବ ୬ଫୁଟ୍ ହେବ ବୋଲି ଅନୁମାନ କରାଯାଇଛି।

ତେବେ କୁମ୍ଭୀରଟିକୁ କାହିଁକି ନାଳକୁ ଉଦ୍ଧାର କରାଯାଉନାହିଁ ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2UYjZkY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages