ମଝି ନଈରେ ହାତୀ ପଲ; ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 16, 2019

ମଝି ନଈରେ ହାତୀ ପଲ; ଦେଖନ୍ତୁ ଭିଡିଓ

ବାଙ୍କୀ(ଓଡ଼ିଶା ରିପୋର୍ଟର): ମହାନଦୀ ମଝିରେ ଫସି ଯାଇଛନ୍ତି ହାତୀପଲ। କଟକ ଭାଗୀପୁର ମହାନଦୀ ପଠା ଦେଇ ନଦୀ ପାର ହେଉଥିବା ବେଳେ ହାତୀପଲ ମଝି ନଈରେ ଫସି ଯାଇଛନ୍ତି। ଏହି ପଲ କଟକ ସୁକାଶନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ନଦୀ ବାଟ ଦେଇ ଆସୁଥିଲେ।

ହାତୀ ପଲକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ପହଞ୍ଚିଛନ୍ତି।  ଉକ୍ତ ପଲରେ ୧୧ଟି ହାତୀ ଅଛନ୍ତି।



from Odisha Reporter https://ift.tt/2O6cruI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages