ମଶାରୀ ବାହାରୁ ସାପ ମାରିଲା ଚୋଟ; ଆଖି ବୁଜିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 23, 2019

ମଶାରୀ ବାହାରୁ ସାପ ମାରିଲା ଚୋଟ; ଆଖି ବୁଜିଲେ ମହିଳା

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ତାଲପଦା ପଂଚାୟତ ଗୁରୁମ ଗ୍ରାମରେ ସାପ କାମୁଡି ଦେବାରୁ ଜଣେ ମହିଳା ଙ୍କ ମୃତୁ ହୋଇଛି।  ମୃତା ମହିଳା ହେଲେ ଗୁରୁମ ଗ୍ରାମର ବିଦ୍ୟାଧର ପାତ୍ରଙ୍କ ସ୍ତ୍ରୀ ଧରିତ୍ରୀ ପାତ୍ର ।

ଗତକାଲି ରାତିରେ ସେ ମଶାରୀ ଟାଙ୍ଗି ଘରେ ଶୋଇ ଥିଲେ। ରାତି ପ୍ରାୟ ୪ଟା ବେଳକୁ ଏକ ଚିତି ସାପ ମଶାରୀ ବାହାରୁ ତାଙ୍କ ବେକକୁ  ଚୋଟ ମାରିଥିଲା। ଉକ୍ତ ସମୟରେ ଗାଁରେ କୌଣସି ଗାଡି ନଥିଲା ଓ ମୋବାଇଲ ନେଟୱାର୍କ ମଧ୍ୟ ନ ଥିଲା। ତେଣୁ ବାଧ୍ୟ ହୋଇ ତାଙ୍କ ସ୍ୱାମୀ ବିଦ୍ୟାଧର ୨୦ କିଲୋମିଟର ଦୂର ତେଲକୋଇ ଆସି ଏକ ଗାଡି ନେଇ ଧରିତ୍ରୀଙ୍କୁ ତେଲକୋଇ ମେଡିକାଲ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବିଦ୍ୟାଧର କହିଛନ୍ତି।



from Odisha Reporter https://ift.tt/2M8krZR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages