ଶ୍ରୀ ମନ୍ଦିରରେ ନୀତି ବିଳମ୍ବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 18, 2019

ଶ୍ରୀ ମନ୍ଦିରରେ ନୀତି ବିଳମ୍ବ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଛି। ସୁଆର ବଡୁ ସେବାୟତ ପ୍ରାପ୍ୟ ବିବାଦ ଯୋଗୁ ଆଜି ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ନୀତି ବିଳମ୍ବ ହୋଇଛି। ସୁଆର ବଡୁ ସେବାୟତ ନିଜର ପ୍ରାପ୍ୟ ତିନି ମାସ ହେଲା ପାଇନାହାନ୍ତି। ଏଥିପାଇଁ ସେମାନେ ନୀତି କରିବେ ନାହିଁ ବୋଲି ନିଜ୍‌ ଜିଦ୍‌ରେ ଅଡ଼ି ବସିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ମାନେ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ନୀତି କରିବା ପାଇଁ ରାଜି ହୋଇଥିଲେ।
ହେଲେ ଏହି ବିବାଦ ଯୋଗୁ ଆଜି ଶ୍ରୀମନ୍ଦିରରେ ଗୋପାଳବଲ୍ଲିପ ନୀତି ୧ ଘଣ୍ଟା ବିଳମ୍ବ ହୋଇଥିଲା।



from Odisha Reporter https://ift.tt/30qpERD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages