ଛୁରୀ ଧରି ସଂସଦକୁ ପଶିବାକୁ ଉଦ୍ୟମ, ଯୁବକ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 1, 2019

ଛୁରୀ ଧରି ସଂସଦକୁ ପଶିବାକୁ ଉଦ୍ୟମ, ଯୁବକ ଗିରଫ

ନୂଆଦିଲ୍ଲୀ: ଗଣତନ୍ତ୍ରର ମନ୍ଦିର ଭିତରକୁ ଜଣେ ଯୁବକ ଛୁରୀ ଧରି ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ଗିରଫ ହୋଇଛି। ଗିରଫ ଅଭିଯୁକ୍ତର ନାମ ସାଗର ଇନସା। ସେ ଦିଲ୍ଲୀର ଲକ୍ଷ୍ମୀନଗରର ବାସିନ୍ଦା।

ଇନସା ‘ଡେରା ସଚ୍ଚା ସୌଦା’ର ମୁଖ୍ୟ ଏବଂ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଗୁରମୀତ୍ ରାମ୍ ରହିମ୍ ସିଂହର ଅନୁଗାମୀ।

 

ସୂଚନାମୁତାବକ, ଆଜି ଦିନ ପ୍ରାୟ ୧୧ଟା ବେଳେ ଇନସା ଏକ ବାଇକରେ ସଂସଦ ଅଞ୍ଚଳକୁ ଛୁରୀ ଧରି ଆସିଥିଲା। ଗାଡ଼ି ରଖି ସଂସଦ ଭିତରକୁ ପଶିବାକୁ ଉଦ୍ୟମ କରିଥିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲା। ହେଲେ ତାର ଉଦ୍ଦେଶ୍ୟ ସମ୍ପର୍କରେ କିଛି ଜଣାପଡ଼ିନି। ତାକୁ ଗିରଫ କରି ସଂସଦ ଭିତରେ ଥିବା ଥାନାରେ ରଖି ପଚରାଉଚରା କରାଯାଉଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।



from Odisha Reporter https://ift.tt/2jT1fFc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages