ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 14, 2019

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ବାରିପଦା (ମାଣିକଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦାର ତକତପୁର ଅଞ୍ଚଳରେ ଜଣେ ନାବାଳିକକୁ  ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ ପ୍ରକାଶ କୁମାର ଗିରି।

ଅଭିଯୋଗ ଅନୁଯାୟୀ, ଗତକାଲି ନାବାଳିକା ଜଣକ ଘର ଅଗଣାରେ ଖେଳୁଥିବା ବେଳେ ପ୍ରକାଶ ଦୁଷ୍କର୍ମ କରିଥିଲେ। ଏ ଘଟଣା ସଂପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତାଙ୍କୁ ଧରି ନିସ୍ତୁକ ପିଟିଥିଲେ। ଏହାପରେ ସେମାନେ ତାଙ୍କୁ ପୁଲିସ୍‌ର ଜିମା ଦେଇଥିଲେ। ନାବାଳିକାର ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ୍ ପ୍ରକାଶଙ୍କୁ ପକ୍ସୋ ଆଇନ ଅନୁସାରେ ଗିରଫ କରିଛି।



from Odisha Reporter https://ift.tt/33yN9tT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages