ଗଞ୍ଜେଇ ଚାଲାଣ ଅଭିଯୋଗରେ ହାଇଓ୍ୱା ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ଗଞ୍ଜେଇ ଚାଲାଣ ଅଭିଯୋଗରେ ହାଇଓ୍ୱା ଜବତ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ସହର ଭିତରେ ଥିବା ଆର.ଟି.ଓ ଛକରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଏକ ହାଇଓ୍ୱାକୁ ବଲାଙ୍ଗିର ପୁଲିସ୍‌ ଜବତ ରଖିଛି। ଗତକାଲି ରାତି ପ୍ରାୟ ୨ ଟାରେ କୌଣସି ସୂତ୍ରରୁ ଖବର ପାଇ ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ପହଞ୍ଚି ହାଇୱାକୁ  ଜବତ କରିଥିଲା। ଏହାସହ ଡ୍ରାଇଭରକୁ ଅଟକ ରଖିଛି।

ହାଇୱାରେ କେତେ ପରିମାଣ ଗଞ୍ଜେଇ ଚାଲାଣ ହେଉଥିଲା ଜଣାପଡ଼ି ନାହିଁ। ମାଜିଷ୍ଟ୍ରେଟ୍‌ ଆସିବା ପରେ କେତେ ଗଞ୍ଜେଇ ଚାଲାଣ ହେଉଥିଲା ଜଣାପଡ଼ିବ।



from Odisha Reporter https://ift.tt/2IJzLLE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages