‘ଭୋଟ ନାହିଁ ତ କାମ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

‘ଭୋଟ ନାହିଁ ତ କାମ ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୋଟ ନାହିଁ ତ କାମ ନାହିଁ ? ଏପରି କହି ଅଡୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ସାଲୁଗା ପ୍ରଧାନ। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୌଣସି ଏକ କର୍ମୀ ସମ୍ମିଳନୀରେ ସାଲୁଗାଙ୍କ ଭାଷଣରେ କହିଛନ୍ତି, ଯିଏ ମୋତେ ଭୋଟ ଦେଇନାହାନ୍ତି, ତାଙ୍କୁ କାମ କରେଇ ଦେବିନି। ଯଦି ୨୦୨୨ରେ ଜିଲ୍ଲା ପରିଷଦକୁ ଜିତାଇବ, ତେବେ ତୁମ କାମ କରିବି।

ଏହି ଭିଡିଓ ନେଇ ବିଧାୟକ ସାଲୁଗା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୋତ ବଦନାମ କରିବା ପାଇଁ କେହି ଏମିତି କରିଛି। ଏଥିପାଇଁ ମୁଁ ଆଇନର ଆଶ୍ରୟ ନେବି।

 



from Odisha Reporter https://ift.tt/2ALmrSu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages