ବାଲୁକଳାରେ ଅମିତାଭଙ୍କୁ ଅଭିନନ୍ଦନ ଜଣାଇଲେ ସୁଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 10, 2019

ବାଲୁକଳାରେ ଅମିତାଭଙ୍କୁ ଅଭିନନ୍ଦନ ଜଣାଇଲେ ସୁଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ବଲିଉଡର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନଙ୍କ ୭୭ତମ ଜନ୍ମ ଜୟନ୍ତୀ। ୧୯୪୨ ମସିହା ଆଜିର ଦିନରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ ଶତାଦ୍ଦୀର ଏହି ବଡ଼ ସୁପରଷ୍ଟାର୍। ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିଛିା  ସୋଶାଲ ମିଡିଆରେ ଅମିତାଭଙ୍କ ଟ୍ରେଣ୍ଡ ଥିବା ବେଳେ ବହୁ ସଂଖ୍ୟାରେ ଫ୍ୟାନ୍ ତାଙ୍କ ମୁମ୍ବାଇ ଜୁହୁସ୍ଥିତ ବାସଭବନ ସମ୍ମୁଖରେ ଭିଡ଼ ଲଗାଇଛନ୍ତି।

ସେହିପରି ପୁରୀ ବେଳାଭୂମିରେ ଅମିତାଭଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲୁକା କଳାରେ ସୁଦର୍ଶନ ଅମିତାଭଙ୍କ ପ୍ରତିମୂର୍ତ୍ତି ଆଙ୍କିଛନ୍ତି। ୭୭ ବର୍ଷ ବୟସରେ ପାଦ ଥାପିଥିବା ଅମିତାଭଙ୍କ ଫିଲ୍ମ ଯାତ୍ରାକୁ ବାଲୁକାରେ ଦର୍ଶାଇଛନ୍ତି ସୁଦର୍ଶନ। ୫ ଟନ୍ ବାଲିରେ ଏହି ବାଳୁକା କଳା ହୋଇଛି।



from Odisha Reporter https://ift.tt/313WHLG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages