ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ଧ୍ୱଜା ବନ୍ଧା ସମୟରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଶ୍ରଦ୍ଧାଳୁ ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ଭିତର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ। ଯାହା ଶ୍ରୀମନ୍ଦିରରେ ଘଣ୍ଟାଏ ପରେ ଅର୍ଥାତ ସଂଧ୍ୟା ୫ଟାରେ ନୀଳଚକ୍ରରେ ବନ୍ଧା ଯାଉଥିଲା। ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜିଠୁ ଶ୍ରଦ୍ଧାଳୁ ଅପରାହ୍ନ ୩ଟା ସୁଦ୍ଧା ଧ୍ୱଜା ଦାଖଲ କରିବେ। ଯାହା ଅପରାହ୍ନ ୪ଟାରେ ବନ୍ଧାଯିବ।
from Odisha Reporter https://ift.tt/2AZGQ6b
No comments:
Post a Comment