ଓଡ଼ିଶା ଜଙ୍ଗଲରେ ଭୂତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 7, 2019

ଓଡ଼ିଶା ଜଙ୍ଗଲରେ ଭୂତ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର); ଓଡ଼ିଶା ଜଙ୍ଗଲରେ ଭୂତ ! କିଛି ଦିନ ହେବ ଏପରି ଏକ ଭିଡିଓ ବିଭିନ୍ନ ସୋଶାଲ ମିଡିଆରେ ଘୂରି ବୁଲୁଛି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋରଦାର ଚାଲିଛି। ତେବେ ଏହି ଭିଡିଓର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି।

ଏହା ଏକ ଫେକ୍ ଭିଡିଓ ଏବଂ ଟେକ୍ନୋଲୋଜିର ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି ସୋଶାଲ ମିଡିଆ ଏକ୍ସପର୍ଟ କହିଛନ୍ତି । ସେହିପରି ଏହି ଭିଡିଓକୁ ବ୍ୟବହାର କରି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି। ତେଣୁ ଏହାକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ।



from Odisha Reporter https://ift.tt/31Quj0Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages