ମାଡ଼ି ଆସୁଛି ସମୁଦ୍ର; ଆତଙ୍କିତ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 29, 2019

ମାଡ଼ି ଆସୁଛି ସମୁଦ୍ର; ଆତଙ୍କିତ ଲୋକେ

କୋଣାର୍କ(ସଞ୍ଜୟ ଜେନା): ଅସ୍ତରଙ୍ଗ ଅଞ୍ଚଳରେ କୂଳ ଲଂଘୁଛି ସମୁଦ୍ର। ଫଳରେ ଗାଁଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉଦୟକାଣି ଅଞ୍ଚଳର ଥିବା ୫ଟି ଗାଁକୁ ସମୁଦ୍ର ମାଡି ଆସୁଛି। ଏହି ଗାଁଗୁଡ଼ିକ ସମୁଦ୍ର କୂଳଠାରୁ ୨୦୦ ମିଟର ଦୂରରେ ରହିଛି। ସମୁଦ୍ର ଜୁଆର ଚାଷ ଜମିରେ ପଶିବା ଯୋଗୁ ବାଲି ଚରି ଯାଉଛି। ଏହାଫଳରେ ଚାଷ ବ୍ୟାପକ ପରିମାଣର କ୍ଷତି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସମୁଦ୍ର ମାଡି ଆସୁଥିବା ନେଇ ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ  କିଆ ବାଡ ବ୍ୟବସ୍ଥା କରାଯାଇଥିଲା। ତାହା କିନ୍ତୁ ଏବେ କିଛି କାମ ଦେଉନାହିଁ।



from Odisha Reporter https://ift.tt/2PsiLgO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages