ଗାଧୋଉଥିବା ବେଳେ ଭାସିଗଲେ ୬ ଯୁବତୀ; ୫ ଉଦ୍ଧାର, ଜଣେ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 6, 2019

ଗାଧୋଉଥିବା ବେଳେ ଭାସିଗଲେ ୬ ଯୁବତୀ; ୫ ଉଦ୍ଧାର, ଜଣେ ନିଖୋଜ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ୱଲପୁର ସ୍ଥିତ ମହାନଦୀର ସଡ଼କଘାଟରେ ଆଜି ଏକ ଅଘଟଣ ଘଟିଛି। ୬ଜଣ ଯୁବତୀ ଗାଧୋଉଥିବା ବେଳେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ ଜଣେ ଯୁବତୀ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ସମସ୍ତ ଯୁବତୀଙ୍କ ଘର ସ୍ଥାନୀୟ ଧୋବାପଡ଼ା ଓ ସାହିବଙ୍ଗଳା ପଡ଼ାରେ ବୋଲି ଜଣାପଡ଼ିଛି।

ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି।



from Odisha Reporter https://ift.tt/2OpdPsQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages