ରାତି ଅଧରେ ବସ୍‌ରୁ ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ରାତି ଅଧରେ ବସ୍‌ରୁ ଲୁଟ୍‌

ନୀଳଗିରି (ବିଶ୍ୱମ୍ୱର ଦାସ): ଜଙ୍ଗଲୀ ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌କୁ ଅଟକାଇ ଡ୍ରାଇଭର୍‌ ଓ କଣ୍ଡକ୍ଟରଙ୍କୁ ମାଡ଼ ମାରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ।

ଗତକାଲି ବିଳମ୍ୱିତ ରାତିରେ ସଜନାଗଡ଼ ନିକଟ ଜଙ୍ଗଲୀ ରାସ୍ତା ଜାମୁଡ଼ିହି ସାହି ଛକ ଠାରେ ଏହି ବସ୍‌କୁ ଦୁର୍ବୃତ୍ତମାନେ ଅଟକାଇ ଥିଲେ। ଏହାପରେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମାରି ୧୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ‘ବିଜୟା’ ନାମକ ବସ୍‌ଟି ଶରତରୁ ଭୁବନେଶ୍ୱର ଯାଉଥିଲା। ନୀଳଗିରି ପୁଲିସ ଘଟଣାର ଛାନଭିନ୍ କରୁଛି।



from Odisha Reporter https://ift.tt/35qmGjP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages