ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ କୁଟୁରିଆ ଗାଁ ପାଖ ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଠାବ କରାଯାଇଛି। ହାତୀଟି ମାଈ ନାଁ ଅଣ୍ଡରା ଜଣା ପଡ଼ିନାହିଁ ।
ହାତୀଟିର ବୟସ ୨୦ ବର୍ଷ ହେବ। ପ୍ରାୟ ମାସେ ପୂର୍ବରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ହାତୀଟିର ମୃତ୍ୟୁ କ’ଣ ପାଇଁ ହେଲେ ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ବନ ବିଭାଗ ଅଧିକାରଙ୍କ ନିକଟରେ କିପରି ଏ ସଂକ୍ରାନ୍ତରେ କିଛି ଖବର ନ ଥିଲା
from Odisha Reporter https://ift.tt/33mUcFP
No comments:
Post a Comment