ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସେବା ଭବନର କେୟାର ଟେକର ରୁମ୍ରେ ଅଗ୍ନିକାଣ୍ଡ । ସକାଳ ପ୍ରାୟ ୯ଟା ବେଳେ ନିଆଁ ଲାଗିଥିବା ସୂଚନା। ୪୫ ମିନିଟ୍ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, କ୍ଷୟକ୍ଷତି ଜଣାପଡ଼ିନାହିଁ।
from Odisha Reporter https://ift.tt/32b6cdh
No comments:
Post a Comment