ବାଜି ମାରିନେଲେ ହିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 12, 2019

ବାଜି ମାରିନେଲେ ହିନା

ମୁମ୍ବାଇ: ମୁମ୍ବାଇରେ ଦ୍ୱାଦଶ ଗୋଲ୍ଡ୍ ଆୱାର୍ଡ୍ ଉତ୍ସବ ଶେଷ ହୋଇଯାଇଛି। ଏହା ହେଉଛି ଟେଲିଦୁନିଆର ଅନ୍ୟତମ ବଡ଼ ଆୱାର୍ଡ୍। ଏହି ଅବସରରେ ଏଥିରେ ଟେଲିଭିଜନ୍ ଜଗତର ଅନେକ କଳାକାର ସାମିଲ ହୋଇଥିଲେ। ହେଲେ ସମସ୍ତଙ୍କ ନଜର ରହିଥିଲା ହିନା ଖାନ୍‌ଙ୍କ ଉପରେ।

ହିନା ଏହି ପୁରସ୍କାର ଉତ୍ସବକୁ ଏକ ପିଙ୍କ୍ କଲର୍‌ର ୱାନ୍‌ ଅଫ୍‌ ସୋଲ୍ଡର୍‌ ହାଇ ସ୍ଲିଟ୍‌ ଗାଉନ୍‌ ପିନ୍ଧି ଆସିଥିଲେ। ଏହି ଡ୍ରେସ୍‌ରେ ସେ କୌଣସି ପରିଠୁ କମ୍‌ ସୁନ୍ଦର ଲାଗୁ ନଥିଲେ। ପୁଣି ତାଙ୍କୁ ଏହି ଇଭେଣ୍ଟରେ ୩ଟି ଆୱାର୍ଡ ମଧ୍ୟ ମିଳିଥିଲା। ବେଷ୍ଟ ଆକ୍ଟ୍ରେସ୍  ଇନ୍ ନେଗେଟିଭ୍‌ ରୋଲ୍‌, ମୋଷ୍ଟ ଫିଟ୍ ଆକ୍ଟର୍ ଫିମେଲ୍ ଓ ଟିଭି ପର୍ସନାଲିଟି ଅଫ ଦି ଇୟର୍‌ର ଆୱାର୍ଡ ସେ ହାତେଇ ଥିଲେ। କୋମୋଲିକା ଚରିତ୍ର ପାଇଁ ତାଙ୍କୁ ବେଷ୍ଟ ଆକ୍ଟ୍ରେସ୍  ଇନ୍ ନେଗେଟିଭ୍‌ ରୋଲ୍‌ ଆୱାର୍ଡ ମିଳିଥିଲା।

ସବୁଠୁ ଅଧିକ ସମୟ ଧରି ପ୍ରସାରିତ ହେଉଥିବା ଧାରାବାହିକ  ‘ୟେ ରିସ୍ତା କ୍ୟା କେହଲାତା ହୈ’ ଅନେକ ବଡ଼ ବଡ଼ ମାଇଲ୍‌ଷ୍ଟୋନ୍‌ ହାସଲ କରିଥିବାରୁ ଏହାକୁ ସମ୍ମାନିତ କରାଯାଇଥିଲା। ସେହିଭଳି ବିଭିନ୍ନ ବର୍ଗରେ ଅନେକ ଅଭିନେତା ଓ ଅଭିନେତ୍ରୀ ଗୋଲ୍ଡ ଆୱାର୍ଡ ପାଇଛନ୍ତି।

କାହାକୁ କେଉଁ ଆୱାର୍ଡ଼-

ବେଷ୍ଟ କପଲ୍: ରିୟା ଶର୍ମା ଓ ଶହିର ଶେଖ୍ (ୟେ ରିସ୍ତେ ହେ ପ୍ୟାର୍‌ କେ)

ବେଷ୍ଟ ଆକ୍ଟର ଇନ୍ ଏ ନେଗେଟିଭ୍ ରୋଲ୍ କ୍ରିଟିକ୍ସ (ମେଲ୍): ସଞ୍ଜୟ ଗଗନାନୀ (କୁଣ୍ଡଲି ଭାଗ୍ୟ)

ବେଷ୍ଟ ଆକ୍ଟର ଇନ୍ ଏ ନେଗେଟିଭ୍ ରୋଲ୍ କ୍ରିଟିକ୍ସ (ଫିମେଲ୍): ହେଲି ଶାହ (ଶୁଫିୟାନା ପ୍ୟାର୍ ମେରା)

ବେଷ୍ଟ ଆକ୍ଟର ଇନ୍ ଏ ନେଗେଟିଭ୍ ରୋଲ୍ ପପୁଲର୍ (ମେଲ୍): କରଣ ସିଂହ ଗ୍ରୋଭର୍ (କସୌଟୀ ଜିନ୍ଦେଗୀ କୀ)

ବେଷ୍ଟ ଆକ୍ଟର ଇନ୍ ଏ ନେଗେଟିଭ୍ ରୋଲ୍ ପପୁଲର୍ (ଫିମେଲ୍): ହିନା ଖାନ୍ (କସୌଟୀ ଜିନ୍ଦେଗୀ କୀ)

ବେଷ୍ଟ ଷ୍ଟାଇଲିଶ୍ ମେଲ୍: ଜୈନ ଇମାମ୍

ମୋଷ୍ଟ ଷ୍ଟାଇଲିଶ୍ ଡିଭା: ସୁରଭି ଚନ୍ଦନା ଓ ଏରିକା ଫର୍ଣ୍ଣାଣ୍ଡିସ୍

ମୋଷ୍ଟ ଫିଟ୍ ଆକ୍ଟର (ଫିମେଲ୍): ହିନା ଖାନ୍

ମୋଷ୍ଟ ଫିଟ୍ ଆକ୍ଟର (ମେଲ୍): କରଣ ୱାହି

ଟିଭି ପର୍ସନାଲିଟି ଅଫ୍‌ ଦି ଇୟର: ହିନା ଖାନ୍

ବେଷ୍ଟ ଆଙ୍କର୍: ଅର୍ଜୁନ ବିଜ୍‌ଲାନି (ଡ୍ୟାନ୍ସ ଦିୱାନେ)

ଗୋଲ୍ଡ  ଡେବ୍ୟୁ ଆୱର୍ଡ଼ ଇନ୍ ଏ ଲିଡ୍‌ ରୋଲ୍ (ମେଲ୍): ସୁମେଧ ମୁଦଗଲକର (ରାଧାକୃଷ୍ଣ)

ଗୋଲ୍ଡ  ଡେବ୍ୟୁ ଆୱର୍ଡ଼ ଇନ୍ ଏ ଲିଡ୍‌ ରୋଲ୍ (ମେଲ୍): ରିମ୍ ଶେଖ୍ (ତୁଝ୍‌ସେ ହୈ ରାବ୍‌ତା)

ବେଷ୍ଟ ଚାଇଲ୍ଡ ଆକ୍ଟର: ଆକୃତି ଶର୍ମା (କୁଲ୍‌ଫି କୁମାର୍ ବାଜେୱାଲା)

ରାଇଜିଂ ଷ୍ଟାର୍ ଫ୍ରମ୍ ଟିଭି ଟୁ ଫିଲ୍ମ: ମୃଣାଲ୍‌ ଠାକୁର୍‌ ଓ ‌ଅବିକା ଗୌର୍

ବେଷ୍ଟ ଆକ୍ଟର ମେଲ୍‌ (କ୍ରିଟିକ୍ସ): ପର୍ଲ ଭି ପୁରୀ (ବେପହ୍ନା ପ୍ୟାର୍)

ବେଷ୍ଟ ଆକ୍ଟର ଫିମେଲ୍‌ (କ୍ରିଟିକ୍ସ): ଏରିକା ଫର୍ଣ୍ଣାଣ୍ଡିସ୍

ବେଷ୍ଟ ଆକ୍ଟର ମେଲ୍‌ (ପପୁଲାର୍): ମୋହସିନ୍‌ ଖାନ୍ (ୟେ ରିସ୍ତା କ୍ୟା କେହଲାତା ହୈ) ଓ ଧୀରଜ୍ ଧୁପର (କୁଣ୍ଡଲି ଭାଗ୍ୟ)

ବେଷ୍ଟ ଆକ୍ଟର ଫିମେଲ୍‌ (ପପୁଲାର୍): ଶିଭାଙ୍ଗୀ ଜୋଶୀ (ୟେ ରିସ୍ତା କ୍ୟା କେହଲାତା ହୈ) ଓ ଶ୍ରଦ୍ଧା ଆର୍ଯ୍ୟ (କୁଣ୍ଡଲି ଭାଗ୍ୟ)

ବେଷ୍ଟ ଟିଭି ଫିକ୍ସନ୍: ୟେ ରିସ୍ତା କ୍ୟା କେହଲାତା ହୈ ଓ କୁଣ୍ଡଲି ଭାଗ୍ୟ

ବେଷ୍ଟ କମେଡି ଶୋ’: ଦ କପିଲ୍ ଶର୍ମା ଶୋ’

ମାଇଲ୍‌ଷ୍ଟୋନ୍‌ ଲଙ୍ଗେଷ୍ଟ ରନିଂ ଶୋ’: ୟେ ରିସ୍ତା କ୍ୟା କେହଲାତା ହୈ

 

 



from Odisha Reporter https://ift.tt/2OHCCbF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages