‘ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖକୁ ଯାଇଥିଲୁ, ମିଳିଲାନି ସାହାଯ୍ୟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 3, 2019

‘ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖକୁ ଯାଇଥିଲୁ, ମିଳିଲାନି ସାହାଯ୍ୟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ଅଣଦେଖା ଓ ଅବହେଳା ଅଭିଯୋଗ ଆସିଛି। ଓଡ଼ିଶା ହ୍ୱିଲ୍ ଚେୟାର କ୍ରିକେଟ୍ ଟିମ୍‌ର କ୍ୟାପଟେନ ଅଭୟ ଜେନା ଏହି ଅଭିଯୋଗ ଆଣିଛନ୍ତି।

ଅଭୟ କହିଛନ୍ତି,“ ରାଜ୍ୟ ସରକାର ଆମକୁ କିଛି ସାହାଯ୍ୟ କରୁ ନାହାନ୍ତି। ଆମେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପାଖକୁ ସାହାଯ୍ୟ ପାଇଁ ଯାଇଥିଲୁ। ସେ ଆମ ସହ କଥା ହେଲେ। ହେଲେ କିଛି ସାହାଯ୍ୟ ମିଳିଲା ନାହିଁ। ”

ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ନିଜସ୍ୱ ଉଦ୍ୟମରେ ୧୫ ଜଣିଆ ଟିମ୍ ମଧ୍ୟପ୍ରଦେଶ ଯାଉଥିବା ଟିମ୍‌ କ୍ୟାପଟେନ୍ ଅଭୟ ଜେନା କହିଛନ୍ତି। ଏହି ଘଟଣା ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିନାହିଁ।



from Odisha Reporter https://ift.tt/2In8I8z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages