ଅଭିନେତ୍ରୀଙ୍କ ଫଟୋ ଏଡିଟ୍‌ କରନ୍ତି ସ୍ୱରାଜ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ଅଭିନେତ୍ରୀଙ୍କ ଫଟୋ ଏଡିଟ୍‌ କରନ୍ତି ସ୍ୱରାଜ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ସମୟ ଅଭିନେତା ସ୍ୱରାଜ ଫୋନ୍‌ରେ ସମୟ ବିତାଇବାର ଦେଖାଯାଏ। ଶୁଟିଂ ସେଟ୍‌ରେ ଯେତେବେଳେ ବି ଟିକେ ସମୟ ପାଆନ୍ତି ଫୋନ୍‌ ଧରି ବସିପଡନ୍ତି। ତେବେ ଏତେ ସମୟ ଧରି ସ୍ୱରାଜ କାହାସହ କଥା ହୁଅନ୍ତି?

ଫୋନ୍‌ରେ କଥା ହୁଅନ୍ତି ନା ଅନ୍ୟ କିଛି କାମ କରନ୍ତି ବୋଲି ପଚାରିବାରୁ ସ୍ୱରାଜ କହିଥିଲେ ଯେ ସେ ପ୍ରାୟ ସମୟ ଫୋନ୍‌ରେ ଫଟୋ ଏଡିଟ୍‌ କରନ୍ତି। ତାଙ୍କୁ ଏଡିଟିଂ ପସନ୍ଦ। ସେ ନିଜ ଫଟୋ ସହ ବିଭିନ୍ନ ହିରୋଇନ୍‌ଙ୍କ ଫଟୋ ମଧ୍ୟ ଏଡିଟ୍‌ କରନ୍ତି।

ଓଟିଭିର ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଥରେ ଯୋଗଦେଇ ସ୍ୱରାଜ ଏକଥା କହିଥିଲେ।

ସ୍ୱରାଜ ଅଭିନେତ୍ରୀ ଭୂମିକାଙ୍କର ମଧ୍ୟ କିଛି ଫଟୋ ଏଡିଟ୍‌ କରି ଦେଇଛନ୍ତି । ଏହି ଏଡିଟ୍‌ ଫଟୋ ସବୁ ଭୂମିକା ଫେସ୍‌ବୁକ୍‌ରେ ମଧ୍ୟ ଶେଆର କରିଛନ୍ତି। ଏଥିସହ ସ୍ୱରାଜା ବିଭିନ୍ନ ଫିଲ୍ମର ପୋଷ୍ଟର ମଧ୍ୟ ଫୋନ୍‌ରେ ହିଁ ଏଡିଟ୍‌ କରିଦିଅନ୍ତି। ଚଳିତ ବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ-୨’ର ପୋଷ୍ଟରକୁ ସ୍ୱରାଜ ତାଙ୍କ ଫୋନ୍‌ରେ ଏଡିଟ୍‌ କରି ଦେଇଥିଲେ।

ସୂଚନାଯୋଗ୍ୟ- ସ୍ୱରାଜ ‘ତୁ ମୋ ଲଭ୍‌ ଷ୍ଟୋରୀ’, ‘ଲୈଲା ଓ ଲୈଲା’, ‘ଲଭ୍‌ ଏକ୍ସପ୍ରେସ୍’, ‘ମାୟାରେ ବାୟା’ ଆଦି ଫିଲ୍ମରେ ଲିଡ୍‌ରେ ନଜର ଆସିଛନ୍ତି।



from Odisha Reporter https://ift.tt/2OmOz4D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages