ଏଥର ଖସିପାରିଲାନି, ଗୁଳି ଖାଇଲା ଶିବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ଏଥର ଖସିପାରିଲାନି, ଗୁଳି ଖାଇଲା ଶିବା

ରାୟଗଡ଼ା(ଓଡ଼ିଶା ରିପୋର୍ଟର):ରାୟଗଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ଏନ୍‌କାଉଣ୍ଟର୍। ଆଜି ବଢ଼ି ଭୋରରୁ ଶିବା ଲୁଚି ରହିଥିବା ସ୍ଥାନରେ ଚଢ଼ଉ କରିଥିଲା ପୁଲିସ। ତେବେ ଏହି ସମୟରେ ପୁଲିସ ଉପରକୁ ଗୁଳି ଚଲାଇଥିଲା ସେ। ଯାହାର ଜବାବ ଦେଇଥିଲା ରାୟଗଡ଼ା ଟାଉନ ଥାନା ପୁଲିସ।

ଏହି ଏନ୍‌କାଉଣ୍ଟରରେ ଶିବାର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି । ଶିବା ନାଁରେ ରାୟଗଡ଼ା ଓ ଅନ୍ୟ ଜିଲ୍ଲାରେ ୫୦ରୁ ଅଧିକ ମାମଲା ରହିଛି। ନିକଟରେ ସୁବର୍ଣ୍ଣପୁରରେ ଯୁବକଙ୍କୁ ଅପହରଣ ମାମଲାରେ ବି ଶିବାର ସଂପୃକ୍ତି ଥିବା ଅଭିଯୋଗ ରହିଛି ।



from Odisha Reporter https://ift.tt/35tFP3E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages