ନଗଡ଼ାରେ ବନ ବିଭାଗ ପକ୍ଷରୁ ଦିଆଗଲା ନିଯୁକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 23, 2019

ନଗଡ଼ାରେ ବନ ବିଭାଗ ପକ୍ଷରୁ ଦିଆଗଲା ନିଯୁକ୍ତି

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ନଗଡ଼ାରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ନାଲିଆଡାବ, ଉପର ନଗଡା ଓ ତଳ ନଗଡ଼ାର ଲୋକଙ୍କୁ VSS ଯୋଜନାରେ କାମ ଦିଆଯାଇଛି।  ପ୍ରଥମ ପର୍ଯ୍ୟାୟରେ ବନ ବିଭାଗ ପକ୍ଷରୁ ୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ଜଙ୍ଗଲକୁ ସୁରକ୍ଷା ଦେବାରେ କାମ କରୁଛନ୍ତି। ପରବର୍ତ୍ତୀ ସମୟରେ ଅନେକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଫରେଷ୍ଟ ରେଞ୍ଜର କହିଛନ୍ତି ।

ଏନେଇ ବନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ନଗଡ଼ାବାସୀ କହିଛନ୍ତି,“ ପୂର୍ବରୁ ଆମେ ବହୁତ କଷ୍ଟରେ ରହୁଥୁଲୁ। ବନ ବିଭାଗ ପକ୍ଷରୁ ଚିକରି ମିଳିବା ପରେ ପରିବାର ସହ ଭଲରେ ଚଳୁଛୁ।”

ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟ କହିଛନ୍ତି,“ ଦକ୍ଷତା ଅନୁସାରେ ଆମେ ସାତ ଜଣଙ୍କୁ  ନିଯୁକ୍ତି ଦେଇଛୁ। ଆଗକୁ ବିଭାଗ ପକ୍ଷରୁ ଅନେକ ଯୋଜନା ରହିଛି। ଏହି ଯୋଜନା ଆମେ ଲୋକଙ୍କୁ ନିଯୁକ୍ତି ଦିଆଯିବ। ଏବେ ଭିଏସ୍‌ଏସ୍ ଯୋଜନା ମାଧ୍ୟମରେ ଗାଁର ପ୍ରତ୍ୟେକ ଲୋକଙ୍କୁ ସଂପୃକ୍ତି କରାଇବାକୁ ଚେଷ୍ଟା କରୁଛୁ।”



from Odisha Reporter https://ift.tt/2DdxZiG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages