କୌଣସି କାମ ଠିକ୍‌ ଭାବେ କରୁନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 1, 2019

କୌଣସି କାମ ଠିକ୍‌ ଭାବେ କରୁନ

ସ୍ତ୍ରୀ- ତୁମେ କୌଣସି କାମ ଠିକ୍‌ ଭାବେ କରୁନ।
ସ୍ୱାମୀ- ଏବେ କ’ଣ ହେଲା? ଏବେ ମୁଁ ଏମିତି କ’ଣ କରିଦେଲି?
ସ୍ତ୍ରୀ- ତୁମେ କାଲି ସିଲିଣ୍ଡର ଲଗାଇଥିଲ ନା?
ସ୍ୱାମୀ- ହଁ।
ସ୍ତ୍ରୀ- କେଜାଣି କେମିତି ଲଗେଇଥିଲ। କାଲିଠୁ ଦୁଇ ଥର କ୍ଷୀର ଉତୁରିଲାଣି। କ୍ଷୀର ମଧ୍ୟ ଫାଟି ଯାଉଛି।

 



from Odisha Reporter https://ift.tt/2qY26aL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages