ଅସ୍ଥାୟୀ ବାଚସ୍ପତି ଦୌଡ଼ରେ ଏହି ୬ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 25, 2019

ଅସ୍ଥାୟୀ ବାଚସ୍ପତି ଦୌଡ଼ରେ ଏହି ୬ ବିଧାୟକ

ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ଦେବେନ୍ଦ୍ର ଫଡ଼ନାଭିସ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏନେଇ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହ ପ୍ରୋ ଟେମ ବାଚସ୍ପତି ନିଯୁକ୍ତ କରିବାକୁ କହିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଅସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତ କରିବେ।

ସେ ହିଁ ନବନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହାପରେ ଆସ୍ଥା ଭୋଟ ହେବ। ତେବେ ଆଜି ରାଜ୍ୟପାଳଙ୍କୁ ୬ ଜଣ ବରିଷ୍ଠ ବିଧାୟକଙ୍କ ନାଁ ପଠା ଯାଇଛି।

ସେମାନେ ହେଲେ ବାଲାସାହେବ ଥୋରାଟ(କଂଗ୍ରେସ), କାଳିଦାସ କଲମାକର(ବିଜେପି), କେସି ପଦାଭି(କଂଗ୍ରେସ), ହିତେନ୍ଦ୍ର ଠାକରୁ(ବହୁଜନ ବିକାଶ ଅଘାଡ଼ି), ଦିଲୀପ ଭାଲସେ ପାଟିଲ(ଏନସିପି ଓ ପୂର୍ବତନ ବାଚସ୍ପତି) ଓ ଭାବନ ପାଚପୁଟେ(ବିଜେପି)। ଏହି ୬ ଜଣଙ୍କ ମଧ୍ୟରୁ ରାଜ୍ୟପାଳ ଜଣଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/33gwryZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages