ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ମୁହାଁମୁହିଁ ହେଲେ ଦୁଇ ଟ୍ରେନ୍

ହାଇଦ୍ରାବାଦ: ଆଜି ସକାଳେ ତେଲେଙ୍ଗାନାର କଚେଗୁଡ଼ା ଷ୍ଟେସନରେ ଦୁଇ ଟ୍ରେନ ମୁହାଁମୁହିଁ ହୋଇଛନ୍ତି। ୧୨ରୁ ଅଧିକ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନା ରହିଛି। ଏ ନେଇ ସାଉଥ ସେଣ୍ଚ୍ରାଲର ରେଳ(ଏସସିଆର) ଅଧିକାରୀ ସୂଚନା ଦେଇଛନ୍ତି। ଗୋଟିଏ ଟ୍ରେନ ଏମଏମଟିଏ ଥିବା ବେଳେ ଅନ୍ୟଟି ଇଣ୍ଟରସିଟି ଏକ୍ସପ୍ରେସ ଥିଲା।

ଦୁଇଟି ଯାକ ଟ୍ରେନ ଧୀର ଗତିରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଏବଂ ରେଳବାଇ ପୁଲିସ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଉଛନ୍ତି।

ଅଧିକ ସୂଚନାକୁ ଅପେକ୍ଷା…



from Odisha Reporter https://ift.tt/34Klt5G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages