ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 21, 2019

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଓଟିଇଟି ରେଜଲ୍ଟ। ବୋର୍ଡର ୱେବସାଇଟ www.bseodisha.ac.inକୁ ଯାଇ ପରୀକ୍ଷାର୍ଥୀ ନିଜ ଫଳାଫଳ ଦେଖିପାରିବେ।

ପ୍ରଥମେ ଜାନୁଆରୀ ମାସ ୧୬ ତାରିଖରେ ଅଫ୍‌ଲାଇନରେ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ଲିକ୍ କାରଣରୁ ଏହି ପରୀକ୍ଷା  ବାତିଲ କରାଯାଇଥିଲା। ଏହା ପରେ ଅଗଷ୍ଟ ୫ରୁ ୧୮ ତାରିଖ ଯାଏ ଅନଲାଇନ୍‌ରେ ପରୀକ୍ଷା ହୋଇଥିଲା। ପରୀକ୍ଷା ପରେ Answer Key ଭୁଲ୍ ପ୍ରକାଶ ପାଇବାରୁ ବିଭ୍ରାଟ ଦେଖାଦେଇଥିଲା। ଏନେଇ ବୋର୍ଡ ଅଫିସ ମଧ୍ୟ ଘେରାଉ କରାଯାଇଥିଲା। ବହୁ ବାଦବିବାଦ ପରେ ଏହାର ଫଳ ଏବେ ପ୍ରକାଶ ପାଇଛି। 



from Odisha Reporter https://ift.tt/339ULCD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages