ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବାଘମାରି ନିକଟରେ ଥିବା ଅଟ୍ରି ଗାଁରେ କଳାବୁଲାଇ ଦେଇଛନ୍ତି ଲୁଟେରା। ଗତକାଲି ବିଳମ୍ବିତ ଗାଁର ୧୫ ଜଣଙ୍କ ଘର ପଶି ଆଲମାରି, ବାକ୍ସ ଭାଙ୍ଗିବା ସହ ଲୁଟେରାମାନେ ଟଙ୍କା,ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।
ତେବେ କେତେ ପରିମାଣର ଟଙ୍କା ଓ ଅଳଙ୍କାର ଲୁଟ୍ ହୋଇଛି, ସେ ସମ୍ପର୍କରେ ସୂଚନା ମିଳିପାରିନାହିଁ। ତେବେ ଲୁଟେରାମାନେ କବାଟ ତାଡ଼ି ଘରେ ପଶିଥିବା ଜଣାପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/374igA5
No comments:
Post a Comment