ଧାନ ଖାଇବାକୁ ଗାଁରେ ପଶିଲେ ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 30, 2019

ଧାନ ଖାଇବାକୁ ଗାଁରେ ପଶିଲେ ହାତୀ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଣ୍ଡସର ଗାଁରେ ଆଜି ଭୋରରେ ୪ଟି ହାତୀ ପଶିଥିଲେ। ଏହି ପଲରେ ଦୁଇଟି ମାଈ ହାତୀ ସହ ଦୁଇଟି ଛୁଆ ଅଛନ୍ତି।  ଗତକାଲି ଏହି ହାତୀଗୁଡ଼ିକ ରାସ ଜଙ୍ଗଲରେ ଥିଲେ। ହେଲେ ଧାନ ଖାଇବାକୁ ଆଜି ଗାଁକୁ ପଶିଥିଲେ। ତେବେ ସକାଳ ହୋଇ ଯିବାରୁ ଗାଁ ମୁଣ୍ଡ ଏକ ବୁଦାରେ ରହି ଯାଇଛନ୍ତି।  ଫଳରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। 



from Odisha Reporter https://ift.tt/2OYsmKB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages