ଦୁଇ ଲକ୍ଷ ଟଙ୍କାର ବଜ୍ରକାପ୍ତା ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 17, 2019

ଦୁଇ ଲକ୍ଷ ଟଙ୍କାର ବଜ୍ରକାପ୍ତା ଉଦ୍ଧାର

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡାର ପଟାମୁଣ୍ଡ ଗାଁ ନିକଟରୁ ୧୦ କେଜିର ଓଜନ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ବନ ବିଭାଗ ଚାରି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେଲେ ପଟାମୁଣ୍ଡ ଗାଁର ସନ୍ତୋଷ ମହାକୁଳ,କୈଳାସ ନାୟକ, ଟାଇନସିରା ଗାଁର ଗଣ ନାଥ ନାୟକ ଓ ଜଗମୋହନପୁରର ମୁନା ମୁଣ୍ଡା।

ଅଭିଯୁକ୍ତମାନେ ଦୁଇ ମାସ ହେବ ଏହି ବଜ୍ରକପ୍ତାକୁ ଧରି ଘରେ ରଖିଥିଲେ। ଏନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବନ ବିଭାଗର କର୍ମଚାରୀ ଛଦ୍ମବେଶରେ ଏହାକୁ ଉଦ୍ଧାର କରିଥିଲେ।

୍ର

 



from Odisha Reporter https://ift.tt/2XmGxNb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages