ଫସଲ ଜଗିବାକୁ ଯାଇଥିଲେ, ଦଳିଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 15, 2019

ଫସଲ ଜଗିବାକୁ ଯାଇଥିଲେ, ଦଳିଦେଲା ହାତୀ

ବଲାଙ୍ଗିର (ମନୋରଞ୍ଜନ ଯୋଶି) : ବିଲକୁ ଫସଲ ଜଗିବାକୁ ଯାଇଥିବା ବେଳେ ଦଳି ଦେଲା ହାତୀ ।  ଏପରି ଅଘଟଣ ବଲାଙ୍ଗିର ଜିଲ୍ଲା ଆଗଲପୁରରେ ଘଟିଛି। ମୃତ ଚାଷୀ ହେଲେ ଶ୍ରୀରାମ ବିଶ୍ୱାଳ।

ଗତକାଲି ରାତିରେ ସ୍ଥାନୀୟ ଧଉଁରାଦାଦର ଗାଁର ଶ୍ରୀରାମ ଧାନ ଫସଲ ଜଗିବାକୁ ବିଲ୍‌କୁ ଯାଇଥିଲେ । ତେବେ ସେଠାରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଚାଷୀଙ୍କ ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି । ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାଦ ବଢ଼ିଛି । ହେଲେ ଏନେଇ ବନ ବିଭାଗ ପକ୍ଷରୁ  କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।



from Odisha Reporter https://ift.tt/2rHLBQu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages