ଭୁଟାନରେ ଜନ୍ମଦିନ ପାଳିବେ ବିରାଟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 4, 2019

ଭୁଟାନରେ ଜନ୍ମଦିନ ପାଳିବେ ବିରାଟ !

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ଭୁଟାନରେ ଛୁଟି କାଟୁଛନ୍ତି। ଦୁହେଁ ଭୁଟାନରେ ଉଠାଇଥିବା କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ଆସନ୍ତାକାଲି ଅର୍ଥାତ୍‌ ୫ ନଭେମ୍ୱରରେ ବିରାଟଙ୍କର ଜନ୍ମଦିନ। ତେଣୁ ବିରାଟ ଏଥର ତାଙ୍କ ଜନ୍ମଦିନ ଭୁଟାନରେ ପାଳନ କରିବେ ବୋଲି ଚର୍ଚ୍ଚା ହେଉଛି।

View this post on Instagram

There is a light that never goes out ♥️

A post shared by AnushkaSharma1588 (@anushkasharma) on

ସୋଶାଲ ମିଡିଆରେ ଭୁଟାନର ପରିବା ମାର୍କେଟ୍‌ର ଫଟୋକୁ ଶେଆର୍‌ କରି ଅନୁଷ୍କା ଲେଖିଛନ୍ତି, ‘ପରିବା ମଣ୍ଡିରେ ମୁଁ ସତ ଖୁସି ଅନୁଭବ କଲି। ପିଲାଦିନର ସ୍ମୃତି ମନେ ପଡ଼ିଗଲା।’

ବିରାଟଙ୍କ ଫ୍ୟାନ୍‌ ପେଜ୍‌ରେ ଫଟୋଗୁଡ଼ିକ ଭାଇରାଲ୍‌ ହେଉଛି। ଏହି ଫଟୋରେ ଅନୁଷ୍କା ପିଙ୍କ୍‌ ସ୍ୱେଟସାର୍ଟ ଓ ବିରାଟ ବ୍ଲାକ୍‌ ଟ୍ରାକ୍‌ସୁଟ୍‌ ପିନ୍ଧିଛନ୍ତି।

ସୂଚନାଯୋଗ୍ୟ, ଶାହରୁଖ୍‌ଙ୍କ ଫିଲ୍ମ ‘ଜିରୋ’ ପରେ ଅନୁଷ୍କା ଅନ୍ୟ କୌଣସି ପ୍ରୋଜେକ୍ଟରେ କାମ କରିନାହାନ୍ତି। ଏଥିରେ ସେ ଶାହରୁଖ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ସହିତ ଅଭିନୟ କରିଥିଲେ।



from Odisha Reporter https://ift.tt/2qgKVRw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages