ଝାଡ଼ାବାନ୍ତିରେ ୨୦ ଅସୁସ୍ଥ; ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ଝାଡ଼ାବାନ୍ତିରେ ୨୦ ଅସୁସ୍ଥ; ଜଣେ ମୃତ

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ଜାମ୍ବୁଡ଼ିଆ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ୫ ଦିନ ଭିତରେ ୨୦ରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ରୁକ୍ମଣୀ ପଲେଇ।

କିଛି ଝାଡ଼ାବାନ୍ତି ‌ଆକ୍ରାନ୍ତ ଲୋକ ନୀଳଗିରିରେ ଚିକିତ୍ସିତ ହେଉଥିବା ବେଳେ‌ ଆଉ କେତେ ଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଗାଁରେ ମେଡିକାଲ ଟିମ୍ ମଧ୍ୟ ପହଞ୍ଚି ଲୋକଙ୍କ ଚିକିତ୍ସା କରିଛି।

ଜଣେ ରୋଗୀଙ୍କ ସମ୍ପର୍କୀୟ ଦିଲ୍ଲୀପ ପଲେଇ କହିଛନ୍ତି,“ହଠାତ୍‌ ଲୋକଙ୍କର ପେଟ କ’ଣ ହେଉଛି। ତା’ ପରେ ଝାଡ଼ା ଓ ବାନ୍ତି ହେଉଛି।”



from Odisha Reporter https://ift.tt/34g9lK5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages