ସରଣ୍ଡା ଜଙ୍ଗଲରେ ନକ୍ସଲ ପୋଷ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 24, 2019

ସରଣ୍ଡା ଜଙ୍ଗଲରେ ନକ୍ସଲ ପୋଷ୍ଟର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଝାଡ଼ଖଣ୍ଡରେ  ବିଧାନସଭା ନିର୍ବାଚନ ପୂର୍ବରୁ ନକ୍ସଲମାନେ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି। ବିଭିନ୍ନ ସ୍ଥାନରେ ନକ୍ସଲମାନେ ହିଂସାକଣ୍ଡ କରି ହତ୍ୟା କରିବା , ଗୁଳି ଚଳାଇବା ଆଦି ଜାରି ରଖିଥିବା ବେଳେ ଗତକାଲି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଥିବା ବିଭିନ୍ନ ଗାଁ ମୁଣ୍ଡରେ ପୋଷ୍ଟର ଓ ବ୍ୟାନର ଆଦି ଲଗାଇଛନ୍ତି । ଏହି ବ୍ୟାନରରେ ସରକାରୀ ବିରୋଧୀ ସ୍ଲୋଗାନ ସହ ନିର୍ଵାଚନକୁ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି।

ତେବେ ଝାଡ଼ଖଣ୍ଡ ବିଧାନସଭା ପରିପ୍ରେକ୍ଷୀରେ ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ସିଆରପିଏଫ୍‌ ଓ ଡିଭିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି ।



from Odisha Reporter https://ift.tt/2OINwfw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages