ଜାଳିଦେଲେ ଅଙ୍ଗନବାଡ଼ି କେନ୍ଦ୍ର ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 10, 2019

ଜାଳିଦେଲେ ଅଙ୍ଗନବାଡ଼ି କେନ୍ଦ୍ର !

ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର ଧୋବଶିଳା ପଞ୍ଚାୟତର ୧୧ ନମ୍ବର  ୱାର୍ଡ ଅଧୀନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା କୁହାଯାଉଛି। ଦୀର୍ଘ ଦେଢ଼ ବର୍ଷ ହେବ ଏହି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲା। କୌଣସି କାରଣରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଗାଁଲୋକେ ବିରୋଧ କରିଥିଲେ। ଏହାପରେ ଅଙ୍ଗନବାଡ଼ି କର୍ମୀ ଓ ଗାଁ ଲୋକେ ଦୁଇଟି ପୃଥକ ପୃଥକ୍‌ ତାଲା ଝୁଲାଇ ଦେଇଥିଲେ।

ତେବେ ଆଜି ସକାଳେ ଗାଁ ଲୋକେ କେନ୍ଦ୍ର ଭିତରେ ନିଆଁ ଜଳୁଥିବା ଦେଖିଥିଲେ। ବହୁ ସମୟ ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବାବେଳକୁ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ସମସ୍ତ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିଲା। କେହି ଆକ୍ରୋଶ କାରଣରୁ ନିଆଁ ଲଗାଇଦେଇଥିବା କୁହାଯାଇଛି।



from Odisha Reporter https://ift.tt/32B6vxA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages