ନିଆଳି-ନଖରା ରାଜପଥରୁ ଉଚ୍ଛେଦ ହେଲା ଜବରଦଖଲ ଜମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 19, 2019

ନିଆଳି-ନଖରା ରାଜପଥରୁ ଉଚ୍ଛେଦ ହେଲା ଜବରଦଖଲ ଜମି

ନିଆଳି (ଓଡ଼ିଶା ରିପୋର୍ଟର): ନିଆଳି-ନଖରା ରାଜ୍ୟ ରାଜପଥ ଅଡ଼ଶପୁର କଲେଜ ଛକଠାରୁ ସେସୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ  ଜବରଦଖଲ ହୋଇ ରହିଥିବା ଜମିକୁ ଉଚ୍ଛେଦ କରାଯାଇଛି।

କଣ୍ଟାପଡ଼ା ତହସିଲ ଅଧିନରେ ଜବରଦଖଲ କରି ସ୍ଥାନୀୟ ବାସିନ୍ଦା ଗୃହ ନିର୍ମାଣ କରିଥିବା ନେଇ ପୂର୍ବରୁ ବହୁ ଥର ଅଭିଯୋଗ ହୋଇ ଆସିଥିଲା। ଫଳରେ କଣ୍ଟାପଡ଼ା ତହସିଲ ପକ୍ଷରୁ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। 

ଉଚ୍ଛେଦ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଓଲଟପୁର ପୁଲିସ୍‌ ସହ ଏକ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଥିଲେ।



from Odisha Reporter https://ift.tt/2M9N3T0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages