କାଲିଠୁ ବଢ଼ିବ ଶୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 18, 2019

କାଲିଠୁ ବଢ଼ିବ ଶୀତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଳମ୍ୱରେ ହେଲେ ମଧ୍ୟ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଉତ୍ତର-ପଶ୍ଚିମ ବାୟୁ ପ୍ରବାହ ଯୋଗୁ ଆସନ୍ତାକାଲିଠାରୁ ଶୀତର ପ୍ରଭାବ ଅଧିକ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

ଏଥିପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ପଡ଼ିବା ସହ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ। ଏହା ସହିତ ୧୪ଟି ଜିଲ୍ଲା ଘନ କୁହୁଡ଼ି ବଳୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ସୂଚନା ଜାରି କରିଛି।

ବହୁତ ଦିନ ପରେ ଶୀତର ପ୍ରଭାବ ଅନୁଭୂତ ହେବାରୁ ଲୋକ ଖୁସିବ୍ୟକ୍ତ କରିଛନ୍ତି। ସକାଳେ ବିଭିନ୍ନ ସ୍ଥାନରେ ଲୋକେ ପ୍ରାତଃ ଭ୍ରମଣ, ବ୍ୟାୟାମ ଓ ଯୋଗାଭ୍ୟାସ କରିବା ଦେଖିବାକୁ ମିଳିଛି।



from Odisha Reporter https://ift.tt/2tt7h3H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages