ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏକ ଟ୍ୱିଟ କରି ସେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି। ତା’ ସହ ସୋନି ବିଶ୍ୱର ସର୍ବଶ୍ରେଷ୍ଠ ସମ୍ପାଦକଙ୍କ ମଧ୍ୟରେ ଜଣେ ଥିଲେ ବୋଲି କହିଛନ୍ତି।
I am deeply grieved by the passing away of my brother in law Sonny Mehta ( Husband of my sister Gita Mehta). He was one of the world’s best editors and an extremely civilized person. May his soul rest in peace.
— Naveen Patnaik (@Naveen_Odisha) December 31, 2019
from Odisha Reporter https://ift.tt/359A1vB
No comments:
Post a Comment