ଛଅ ବର୍ଷର ଝିଅକୁ ଗାଁ ମୁଖିଆ ଦୁଷ୍କର୍ମ କରିଥିବା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 8, 2019

ଛଅ ବର୍ଷର ଝିଅକୁ ଗାଁ ମୁଖିଆ ଦୁଷ୍କର୍ମ କରିଥିବା ଅଭିଯୋଗ

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳରେ ଏକ ଛଅ ବର୍ଷର ଝିଅକୁ ଗାଁ ମୁଖିଆ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଝିଅର ମା’ ଗତକାଲି ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଗାଁ ମୁଖିଆ ମୃତ୍ୟୁଞ୍ଜୟ ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଉକ୍ତ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଗାଁ ମୁଖିଆ ଗତ ମଙ୍ଗଳବାର ଦୁଷ୍କର୍ମ କରିଥିଲେ। ଏନେଇ ସେ ଥାନାକୁ ଅଭିଯୋଗ କରିବାକୁ ଯିବାରୁ ଗାଁ ମୁଖିଆ ଲୋକ ପଠାଇ ଏପରି ନ କରିବାକୁ କହିଥିଲେ।

ଝିଅଟିର ମା’ କହିଛନ୍ତି ଯେ ତାଙ୍କୁ ଓ ତାଙ୍କ ଝିଅକୁ ନ୍ୟାୟ ଦରକାର। ଗାଁ ମୁଖିଆଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।



from Odisha Reporter https://ift.tt/2t1FYO1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages