ପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିଲେ, କାମୁଡ଼ି ଦେଲା ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିଲେ, କାମୁଡ଼ି ଦେଲା ଭାଲୁ

ଆନନ୍ଦପୁର( ମୁନା ସିଂହ ): ପତ୍ର ଓ ଦାନ୍ତକାଠି ଆଣିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଆକ୍ରମଣ କଲେ ୨ ଭାଲୁ। ଫଳରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ଆନନ୍ଦପୁର ଥାନା କୋଡ଼ପଡା ପଞ୍ଚାୟତ ରଟୁଆଁ ଗାଁର ଶ୍ରୀରାମ ମାଝି।

ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରୀରାମ ଭାଲୁଙ୍କ କବଳରୁ ରକ୍ଷା ପାଇ ଗାଁକୁ ଦୌଡ଼ି ପଳାଇ ଆସିଥିଲେ| ଏହାପରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି|



from Odisha Reporter https://ift.tt/34WG3Qb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages