ନୂଆଦିଲ୍ଲୀ: ହଂକଂ ପତାକା ଲାଗିଥିବା ଏକ ଜାହାଜରେ ଥିବା ୧୮ ଜଣ ଭାରତୀୟଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଛନ୍ତି। ଏହି ଘଟଣା ପରେ ନାଇଜେରିଆରେ ଥିବା ଭାରତୀୟ ମିଶନ ଆକ୍ସନ ମୋଡକୁ ଚାଲି ଆସିଛି।
ତୁରନ୍ତ ଭାରତୀୟ ଅଧିକାରୀମାନେ ଅପହରଣର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କ ସନ୍ଧାନ ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରିଛନ୍ତି। ସୂତ୍ର ଅନୁସାରେ, ଜଳ ଦସ୍ୟୁମାନେ ହିଁ ଜାହାଜରେ ଥିବା ୧୯ ଜଣଙ୍କୁ ଅପହରଣ କରିଛନ୍ତି। ଏହି ୧୯ ଜଣଙ୍କ ମଧ୍ୟରେ ୧୮ ଜଣ ହେଉଛନ୍ତି ଭାରତୀୟ।
from Odisha Reporter https://ift.tt/368JGUd
No comments:
Post a Comment