ଆଜି ରାୟଗଡ଼ାରେ ଘରୋଇ ବସ୍‌ ଚଳାଚଳ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ଆଜି ରାୟଗଡ଼ାରେ ଘରୋଇ ବସ୍‌ ଚଳାଚଳ ବନ୍ଦ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଆଜି ରାୟଗଡ଼ାରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି।  ରାୟଗଡ଼ାରୁ ଗୁଣପୁର, ରାୟଗଡ଼ାରୁ ଗୁଡ଼ାରୀ ଏବଂ ରାୟଗଡ଼ାରୁ ପାରଳାଖେମୁଣ୍ଡି ରୁଟ୍‌ରେ ସମସ୍ତ ଘରୋଇ ବସ୍‌ ଚଳାଚଳକୁ ବନ୍ଦ ରଖାଯାଇଛି।

ଏନେଇ ରାୟଗଡ଼ା ଜିଲ୍ଲା  ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଜିତେନ୍ଦ୍ର ପାଢ଼ୀ କହିଛନ୍ତି,“ଆମର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ଅକାଳ ମୃତ୍ୟୁ ନେଇ ଆମେ ସମସ୍ତେ ଦୁଃଖିତ। ତାଙ୍କୁ ସମବେଦନା ଜଣାଇବା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି।”



from Odisha Reporter https://ift.tt/2ZmPhUy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages