ଆଠଗଡ଼ (ନୀକଳଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ର ଗରିଆ ଠାରେ ରାସ୍ତା କଡ଼ରେ ଥିବା ଏକ କୂଅରୁ ୬ଫୁଟ୍ ଲମ୍ୱର ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟି କୂଅରେ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ସାପ ଧରାଳି ସୁଶାନ୍ତ ପାତ୍ରକୁ ଖବର ଦେଇଥିଲେ।
ଖବର ପାଇ ସୁଶାନ୍ତ ଦୀର୍ଘ ସମୟ ଚେଷ୍ଟା କରିବା ପରେ ଦଉଡ଼ି ଓ ଗାଣ୍ଡୁଆ ସାହାଯ୍ୟରେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ନିକଟସ୍ଥ ଖଳଖଳା ରିଜର୍ଭ ଜଙ୍ଗଲରେ ଛାଡ଼ି ଦିଆଯାଇଛି।
from Odisha Reporter https://ift.tt/34CHPqp
No comments:
Post a Comment