ଲାଗିଲା ଅଙ୍କୁଶ, ଧାର୍ଯ୍ୟ ବେଗ ଡେଇଁଲେ କାର୍ଯ୍ୟାନୁଷ୍ଠାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 1, 2019

ଲାଗିଲା ଅଙ୍କୁଶ, ଧାର୍ଯ୍ୟ ବେଗ ଡେଇଁଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକରେ ଦ୍ରୁତ ଗାଡ଼ି ଚାଳନା ଉପରେ ଲାଗିଲା ଅଙ୍କୁଶ। ଏହି ଦୁଇ ସହରରେ ଗାଡ଼ିର ସର୍ବାଧିକ ବେଗ କେତେ ରହିବ, ତାହା ଧାର୍ଯ୍ୟ କରିଛି କମିଶନରେଟ ପୁଲିସ୍‌। ଲାଇଟ୍‌ ଓ ହେଭି ଭେଇକିଲ ସହର ଭିତରେ ସର୍ବାଧିକ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଯାତାୟତ କରିପାରିବେ ।

ପଳାଶୁଣିରୁ ବାଲିକୁଦା ମଧ୍ୟରେ ଜାତୀୟ ରାଜପଥରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗ ଯାଏ ଗାଡ଼ି ଚଳାଇ ହେବ। ଦୁଇ ଚକିଆ ଗାଡ଼ିର ବେଗ ସର୍ବାଧିକ ୫୦ କିଲୋମିଟର ଧାର୍ଯ୍ୟ ହୋଇଛି । ଧାର୍ଯ୍ୟ ବେଗଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୁଲିସ୍‌ ଟ୍ୱିଟ୍‌ କରି ଜଣାଇଛି।



from Odisha Reporter https://ift.tt/2P2kJ5J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages